କଟକ:(ସ୍ୱର ଦି ଭଏସ) ଡ଼ିସେମ୍ବର ୧୯ ତାରିଖ ଅପରାହ୍ନ ୩ ୩୦ ଘଟିକାରେ* ସାମ୍ପ୍ରତିକ ଓଡ଼ିଶାର ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଲଜ୍ଜାଜନକ ଘଟଣା ” *ପରୀ ପାଇଁ ନ୍ୟାୟ”* ଦାବିରେ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ଏକ ବିଶାଳ ପଦଯାତ୍ରା ସମାଜ ଅଫିସରୁ ବାହାରି ବକ୍ସିବଜ଼ାର,ଦରଘା ବଜ଼ାର,ଚୌଧୁରୀ ବଜ଼ାର ହୋଇ ଶହୀଦ ଭବନ ,ମାରୁତି ମଣ୍ଡପରେ ପହଞ୍ଚିଲା। ଏଥିରେ ୩୦୦ ରୁ ଉର୍ଦ୍ଧ୍ବ ଭାଜପା କାର୍ଯ୍ୟକର୍ତା ଯୋଗଦେଇଥିଲେ।ସମାଜ କାର୍ଯ୍ୟାଳୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କଟକ ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
ନଗର ସଭାପତଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟ ସଂଖ୍ୟାଲଘୁ ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ,ଶ୍ରିତମ ଦାସ,ରଶ୍ମିରେଖା ଦାସ,ଗୀତା ଦାସ,ମଣ୍ଡଳ ସଭାପତି ନନ୍ଦ କିଶୋର ଜେନା,ଦେବାନନ୍ଦ ସିଂ,ପୁଷ୍ପିତା ମହାପାତ୍ର,ବିଶ୍ୱରଞ୍ଜନ ମିଶ୍ର,ବିବେକାନନ୍ଦ ନାୟକ,କର୍ପୋରେଟର ଚିତ୍ତରଞ୍ଜନ ଦାସ, ରାଜକୁମାରୀ ସ୍ବାଇଁ,ମନ୍ମଥ ସେନାପତି, ସବ୍ୟସାଚୀ ମହାପାତ୍ର,ଅରବିନ୍ଦ ଜୈନ,ଗୀତା ଦାସ,କଳ୍ପନା ପଟ୍ଟନାୟକ, ମନୋରମା ରାଉତ,ସ୍ମୃତିରଞ୍ଜନ ମିଶ୍ର,କାଳୀ ପ୍ରସାଦ ମହାନ୍ତି,ସୁବାଷ ମହାନ୍ତି,ଅମିତ ମିତ୍ର,ସତ୍ୟବ୍ରତ ମିଶ୍ର,ପାର୍ବତୀ ଦାସ,ପୌର୍ଣ୍ଣମାସୀ ମହାପାତ୍ର,ରତନ ମହାନ୍ତି,ସଂଜୀବ ମହାପାତ୍ର, ସଂଜୀବ ରଣା,ବୀଣା ତ୍ରିପାଠୀ, ବିଜୟଲକ୍ଷ୍ମୀ ତ୍ରିପାଠୀ,ଶିବପ୍ରସାଦ ସେଠୀ, ପ୍ରତିମା ସ୍ବାଇଁ,ତାରାପ୍ରସାଦ ମହାନ୍ତି,ସୁରେଶ ମହାନ୍ତି,ଶିବେଶ ମିଶ୍ର,ଯୋଗେନ୍ଦ୍ର ବେହେରା,ଅମ୍ବିକା ଦାସ,ମମତା ନନ୍ଦି,ସୁଦର୍ଶନ ଦାସ,ସୂର୍ଯ୍ୟନାରାୟଣ ବେହେରା,ଅସୀମ ମହାନ୍ତି, ଶ୍ରୀକାନ୍ତ ବେହେରା, ବାବୁ ଘୋଷ,ମୀନକେତନ ଦାସ,ସନ୍ଧ୍ୟା ରାଣୀ କାଣ୍ଡି, ହରେଶ ଦାସ,ଉଲା ଦଳେଇ,ସୁଶାନ୍ତ ମହାନ୍ତି,ନବ ଦାସ,ସାର୍ଥକ ରାୟ,ପ୍ରମୋଦ ସାହୁ,ସଂଜୀବ ଚିନାରା,ପ୍ରବୋଧ ବଡ଼ପଣ୍ଡା,
ଲିଙ୍ଗରାଜ ହାତୀ,ଚିଦାନନ୍ଦ ସିଂ,କୀର୍ତି ପଟ୍ଟନାୟକ,ବେବି ବେହେରା,ଜୟକୃଷ୍ଣ ସ୍ବାଇଁ,ସଂଯୁକ୍ତା ମିଶ୍ର,ସନ୍ଦୀପ ମହାପାତ୍ର,ଭରତ ଜଟାନିଆ,ବନବିହାରି ନାୟକ,ଭାଗ୍ୟଧର ବେହେରା,ଗୁରୁ ପ୍ରସାଦ ସାହୁ,ଦୋଳଗୋବିନ୍ଦ ବେହେରା,ସୌମ୍ୟ ରାଜ,ବଚନ ଦାସ,ସୁଧୀର ଶତପଥି,କଲ୍ୟାଣି ମହଲା,ସତ୍ୟଜିତ ମହଲା,ଶ୍ରୀନିବାସ ରେଡ୍ଡୀ,ସଦାନନ୍ଦ ବିଶ୍ୱାଳ ପ୍ରଭୃତି ନେତୃତ୍ୱ ନେଇଥିଲେ।
*ଲଲାଟେନ୍ଦୁ ବଡୁ,ସଭାପତି*
କଟକନଗର, ଭାଜପା