ଦଶପଲ୍ଲା, ସାମ୍ବାଦିକ ସଂଘ ଦଶପଲ୍ଲା ସାମ୍ବାଦିକ ଭବନ ଠାରେ ୭୬ ତମ ସ୍ବାଧିନତା ଦିବସ ପାଳିତ।

0
134

ସ୍ବର ଦି ଭଏସ, ଦଶପଲ୍ଲା, – ୧୫-୦୮-୨୦୨୨ ରିଖ ଆଜି ସମଗ୍ର ଦେଶରେ ହର୍ ଘର ହର୍ ତ୍ରିରଙ୍ଗା ମହା ସମାରୋହରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଆଜି  ସାମ୍ବାଦିକ ସଂଘ ଦଶପଲ୍ଲା ସାମ୍ବାଦିକ ଭବନ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ଅର୍ଜୁନ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଶରତ କୁମାର ମହାନ୍ତି , ସମ୍ପାଦକ ବରୁଣ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ମିଶ୍ର,ମନୋଜ କୁମାର ବେହେରା, ମନୋରଞ୍ଜନ ସାହୁ ଏବଂ ସାମ୍ବାଦିକ ଓମ୍ ପ୍ରକାଶ ନାୟକ ଙ୍କ ସହିତ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ସଂଘର ସଭାପତି ପତାକା ଉତ୍ତୋଳନ କରିବା ସହିତ ଏ ଦେଶ ଇଂଗ୍ରେଜ ମାନଙ୍କ ଠାରୁ ଉଦ୍ଧାର କରି ସ୍ୱାଧୀନତା ପ୍ରଦାନ କରିଥିବା ସଂଗ୍ରାମୀ ମାନଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଦୁର୍ନୀତି ବିରୋଧରେ ଲଢେ଼ଇ କରି ଜନସାଧାରଣ ମୈ।ଳିକ ଅଧିକାର ପାଇବା ନିମନ୍ତେ ମତ ପ୍ରକାଶ କରିଥିଲେ।  ଓମ୍ ପ୍ରକାଶ।

LEAVE A REPLY

Please enter your comment!
Please enter your name here